ଅଳ୍ପକେ ବର୍ତ୍ତିଲେ ଫଡନାଭିସ୍‌, ଗଡ଼କରୀ

Advertisment
ବନ୍ଦର ଓ ଜାହାଜରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ  ଲାଗୁହେଲା ନୂତନ ଦରମା ହାର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଜି ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ମୀରା ରୋଡସ୍ଥିତ ଏକ ସ୍କୁଲରେ ଆୟୋଜିତ ସଭାରେ ଯୋଗଦେବା ପାଇଁ ଏହି ଦୁଇ ବିଜେପି ନେତା ଏକ ହେଲିକପ୍ଟର ଯୋଗେ ଯାଇଥିଲେ। କିନ୍ତୁ ସ୍କୁଲ ହତାରେ ହେଲିକପ୍ଟର ଅପତରଣ କରିବା ବେଳକୁ ସେଠାରେ ଝୁଲିଥିବା ଏକ ତାର ସହ ହେଲିକପ୍ଟର ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ପାଇଲଟ୍‌ ସଙ୍ଗେସଙ୍ଗେ ଅନ୍ୟତ୍ର ଉଡାଣ କରି ଏକ ସୁରକ୍ଷିତ ସ୍ଥାନରେ ଅବତରଣ କରିଥିଲେ। ଯଦି ବିଦ୍ୟୁତ୍‌ ବାହକ ଉକ୍ତ ତାରରେ ହେଲିକପ୍ଟର ଲାଗି ଯାଇଥାନ୍ତା ତେବେ ଏକ ବଡ ଅଘଟଣ ଘଟିିଥାନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe