ପ୍ରତିଶ୍ରୁତି ପରେ ଆନ୍ଦୋଳନ ବନ୍ଦ କଲେ ମହାରାଷ୍ଟ୍ର ଚାଷୀ

ପ୍ରତିଶ୍ରୁତି ପରେ ଆନ୍ଦୋଳନ ବନ୍ଦ କଲେ ମହାରାଷ୍ଟ୍ର ଚାଷୀ

Oneindia

ନୂଆଦିଲ୍ଲୀ  : ପିଆଜ ଦର ବିରୋଧରେ ନାସିକରୁ ମୁମ୍ବାଇକୁ ଆନ୍ଦୋଳନ ଯାତ୍ରା କରିଥିବା ମହାରାଷ୍ଟ୍ର ଚାଷୀମାନେ ଆଜି ସେମାନଙ୍କ ଆନ୍ଦୋଳନ ବନ୍ଦ କରିଦେଇଛନ୍ତି। ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ୫୫ ବର୍ଷୀୟ ଚାଷୀ ପୁଡଲିକ ଅମ୍ବାଦାସ ଯାଦବଙ୍କର ଗତକାଲି ହୃଦ୍‌ଘାତରେ ମୃତ୍ୟୁ ହେବାପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆନ୍ଦୋଳନ ବନ୍ଦ କରିବାପାଇଁ ଅନୁରୋଧ କରିଥିଲେ। ଏଥିସହିତ ରାଜ୍ୟ ବିଧାନସଭାରେ ଚାଷୀଙ୍କ ଦାବିକୁ ବିଚାରକୁ ନିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ସେମାନଙ୍କ ଆନ୍ଦୋଳନ ବନ୍ଦ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe