ମହାରାଷ୍ଟ୍ର: ଚାଷୀଙ୍କ ଆକାଉଣ୍ଟରେ ଜମା ହେଲା ୩୯୨କୋଟି

Advertisment
ମହାରାଷ୍ଟ୍ର: ଚାଷୀଙ୍କ ଆକାଉଣ୍ଟରେ ଜମା ହେଲା ୩୯୨କୋଟି

ମୁମ୍ବାଇ: ମହାରାଷ୍ଟ୍ର ସରକାର ଶନିବାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୯୨କୋଟି ଟଙ୍କା ଜମା କରିଥିବା ଘୋଷଣା କରିଛନ୍ତି। ତେବେ ମହାରାଷ୍ଟ୍ର ସରକାର ଋଣଛାଡ ସ୍କିମ୍‌ ଆଧାରରେ ୧୧ଟି ବ୍ୟାଙ୍କକୁ ୩୯୨କୋଟି ଟାନ୍ସଫର କରିଛନ୍ତି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାର କହିଛନ୍ତି, ଚଳିତ ବର୍ଷ ଜୁନ୍‌ରେ ୩୪,୦୦୦କୋଟି ଋଣ ଛାଡ ସ୍କିମ୍‌ ଆଧାରରେ ଜମା କରାଯାଇଥିଲା। ମୋଟ ୮୯୯କୋଟି କୋ-ଅପରେସନ୍‌ ଡିପାର୍ଟମେଣ୍ଟକୁ ବିତରଣ କରିବା ସହିତ ୩୯୨କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିତରଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe