ମହାରାଷ୍ଟ୍ର ଶିକ୍ଷା ବ୍ୟବସ୍ଥାରେ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା କରାଯିବ

Advertisment

ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷଠାରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ଘୋଷଣା କରିଛନ୍ତି। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ଘୋଷଣା କରିଛନ୍ତି।

ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷଠାରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ଘୋଷଣା କରିଛନ୍ତି। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ଘୋଷଣା କରିଛନ୍ତି।

ୁୀତୗଯି

ମୁମ୍ବାଇ: ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷଠାରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ଘୋଷଣା କରିଛନ୍ତି। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ଘୋଷଣା କରିଛନ୍ତି। ସରକାର ତାଙ୍କର ଏହି‌ ଘେ‌ାଷଣାରେ ମରାଠୀ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା ଭାବରେ ପ୍ରଚଳନ କରିବା ଦିଗରେ ଆଲୋକପାତ କରିଛନ୍ତି।

ଏନ୍‌ପି ୨୦୨୦ ଅନ୍ତର୍ଗତ ନୂତନ ପାଠ୍ୟକ୍ରମ‌େରେ ହିନ୍ଦୀ ଭାଷାକୁ ଗୁରୁତ୍ବ ଦେବାକୁ ଘୋଷଣା କରିଛି। ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ଏବଂ ୨୦୨୮-୨୯ ସୁଦ୍ଧା ଏହା ସମସ୍ତ ଶ୍ରେଣୀକୁ ବିସ୍ତାର କରାଯିବ।

ଭାଷା ନୀତିର ଏକ ଅଂଶ ଭାବରେ ପ୍ରାରମ୍ଭିକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ହିନ୍ଦୀକୁ ଏକ ବାଧ୍ୟତାମୂଳକ ତୃତୀୟ ଭାଷା ଭାବରେ ପ୍ରଚଳନ କରାଯିବ। ଏହି ପରିବର୍ତ୍ତନକୁ ସମର୍ଥନ କରିବା ପାଇଁ, ରାଜ୍ୟ ସରକାର ୨୦୨୫ ସୁଦ୍ଧା ୮୦ ପ୍ରତିଶତ ଶିକ୍ଷକଙ୍କୁ ନୂତନ ଶିକ୍ଷାଗତ ପଦ୍ଧତି ଏବଂ ଡିଜିଟାଲ୍ ଉପକରଣରେ ତାଲିମ ଦେବାକୁ ଯୋଜନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe