ମହିମା ମିଶ୍ରଙ୍କ ଜାମିନ ଆବେଦନ ଶୁଣାଣି ଅଗଷ୍ଟ ୧୦କୁ ଘୁଞ୍ଚିଲା

Advertisment
ମହିମା ମିଶ୍ରଙ୍କ ଜାମିନ ଆବେଦନ ଶୁଣାଣି ଅଗଷ୍ଟ ୧୦କୁ ଘୁଞ୍ଚିଲା

ନୂଆଦିଲ୍ଲୀ : ସିେଓ୍ଵଜ୍‌ ସିପିଂ ଜେନେରାଲ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଷ୍ଟିଭେଡର୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ମହିମା ମିଶ୍ରଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ଆଜି ହୋଇପାରିନି। ମହିମାଙ୍କ ଓକିଲ ମୁକୁଲ୍‌ ରୋହତଗୀଙ୍କ ଅନୁପସ୍ଥିତ ଯୋଗୁଁ ଆଜି ମାମଲାର ଶୁଣାଣି ହୋଇନାହିଁ। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ ତାରିଖରେ ହେବ ବୋଲି ବିଚାରପତି ଏସ୍‌ ବବ୍‌ଡେ ଓ ବିଚାରପତି ଏଲ୍‌ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe