ପାକ୍‌ ସମର୍ଥକ ପୂର୍ବତନ ମାଲେସିଆ ପ୍ରଧାନମନ୍ତ୍ରୀ ନଜୀବ ରଜାକ୍‌ଙ୍କୁ ୧୨ ବର୍ଷ ଜେଲ୍‌

ପାକ୍‌ ସମର୍ଥକ ପୂର୍ବତନ ମାଲେସିଆ ପ୍ରଧାନମନ୍ତ୍ରୀ ନଜୀବ ରଜାକ୍‌ଙ୍କୁ ୧୨ ବର୍ଷ ଜେଲ୍‌

The Hindu

କୁଆଲାଲମ୍ପୁର: ମାଲେସିଆର ଏକ ଅଦାଲତ ପୂର୍ବ ପ୍ରଧାନମନ୍ତ୍ରୀ ନବୀବ ରଜାକ୍‌ଙ୍କୁ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ୧୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛି। ରଜାକ୍‌ଙ୍କ ବିରୋଧରେ ୫ଟି ବଡ଼ ଦୁର୍ନୀତି ମାମଲା ରହିଛି। ପାକିସ୍ତାନର ଦୃଢ଼ ସମର୍ଥକ ଭାବେ ଜଣାଶୁଣା ରଜାକ୍‌ କାଶ୍ମୀର ପ୍ରସଙ୍ଗରେ ସର୍ବଦା ଭାରତକୁ ବିରୋଧ କରି ଆସୁଥିଲେ। ନିଜ ଦେଶର କୂଟନୀତି ଏବଂ ଅନ୍ୟ ଦଳର ନେତାଙ୍କ ପ୍ରସ୍ତାବକୁ ଅଣଦେଖା କରି ସେ ପାକିସ୍ତାନକୁ ବିଭିନ୍ନ ବିବାଦୀୟ ପ୍ରସଙ୍ଗରେ ସମର୍ଥନ ଦେଇ ଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe