ମମତା ବାନାର୍ଜୀଙ୍କ ପୁତୁରାଙ୍କ ସମ୍ପତ୍ତି ୫ ବର୍ଷରେ ୩ ଗୁଣ ବଢ଼ିଛି

Advertisment
ମମତା ବାନାର୍ଜୀଙ୍କ ପୁତୁରାଙ୍କ ସମ୍ପତ୍ତି ୫ ବର୍ଷରେ ୩ ଗୁଣ ବଢ଼ିଛି

/economictimes.indiatimes.com

କୋଲକାତା: ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସମ୍ପତ୍ତି ୫ ବର୍ଷରେ ୩ ଗୁଣ ବୃଦ୍ଧି ପାଇଛି। ୨୦୧୪ରେ ଅଭିଷେକଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୩.୫୭ ଲକ୍ଷ ଥିବା ଘୋଷଣା ହୋଇଥିବା ବେଳେ ଏବେ ଏହା ତିନି ଗୁଣ ବୃଦ୍ଧି ପାଇ ୭୧.୪୦ ଲକ୍ଷରେ ପହଞ୍ଚିଛି। ଅଭିଷେକ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଦେଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି । ଅନ୍ୟପକ୍ଷେ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୫.୫୫ ଲକ୍ଷ ରହିଛି। ଅଭିଷେକ ଡାଏମଣ୍ଡ ହାର୍ବର୍‌ ନିର୍ବାଚନ ମଣ୍ଡଳୀରୁ ଲଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe