କାଳିପୂଜା ପାଇଁ ରାଜ୍ୟପାଳ ଧନଖଡ଼ଙ୍କୁ ମମତାଙ୍କ ଆମନ୍ତ୍ରଣ

Advertisment
କାଳିପୂଜା ପାଇଁ ରାଜ୍ୟପାଳ ଧନଖଡ଼ଙ୍କୁ ମମତାଙ୍କ ଆମନ୍ତ୍ରଣ

The Hindu

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାଳିପୂଜା ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ ତାଙ୍କ ପତ୍ନୀଙ୍କୁ ତାଙ୍କ ବାସଭବନକୁ ଆମନ୍ତ୍ରଣ କରିଛନ୍ତି। ମମତାଙ୍କ ଦକ୍ଷିଣ କୋଲକାତା ବାସଭବନରେ ଆୟୋଜିତ କାଳିପୂଜା ଉତ୍ସବରେ ଯୋଗ ଦେବାପାଇଁ ଧନଖଡ଼ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରି ରହିଥିବା କହିଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମମତା ରାଜ୍ୟପାଳଙ୍କୁ କାଳିପୂଜା ପାଇଁ ନିମନ୍ତ୍ରଣ କରିବା ନିଷ୍ପତ୍ତିକୁ ବିରୋଧ କରି ଜଣେ ଟିଏମ୍‌ସି ନେତା ତାଙ୍କ ପଦରୁ ଇସ୍ତଫା ଦେବା ଫଳରେ ଏହାକୁ ନେଇ ବିବାଦ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe