ଶାହଙ୍କ ନିୟନ୍ତ୍ରଣ କରନ୍ତୁ: ମୋଦୀଙ୍କୁ କହିଲେ ଦିଦି

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କୋଲକାତାର ଏକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି। ସେ ସମ୍ମିଳନୀକୁ ସମ୍ବୋଧନ କରି ଅମିତ ଶାହଙ୍କୁ ସମ୍ଭାଳିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କୋଲକାତାର ଏକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି। ସେ ସମ୍ମିଳନୀକୁ ସମ୍ବୋଧନ କରି ଅମିତ ଶାହଙ୍କୁ ସମ୍ଭାଳିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି।

୍ଂ୍ଂଜୁିୀଳ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କୋଲକାତାର ଏକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି। ସେ ସମ୍ମିଳନୀକୁ ସମ୍ବୋଧନ କରି ଅମିତ ଶାହଙ୍କୁ ସମ୍ଭାଳିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି।

ସେ ମୁର୍ସିଦାବାଦ ହିଂସା ପାଇଁ ବିଜେପିକୁ ଦୋଷୀ କରି କହିଛନ୍ତି ଯେ ଏହି ହିଂସା ପୂରାପୂରି ଭାବେ ଯୋଜନାବଦ୍ଧ। ମମତା ଆହୁରି ବି କହିଛନ୍ତି କି ‘‘ ମୁଁ କେନ୍ଦ୍ର ସରକାରଙ୍କୁ ପଚାରିବାକୁ ଚାହୁଁଛି କି ଏ ଏତେ ଜଲ୍‌ଦି ଓକ୍‌ଫ କାନୁନ କାହିଁକି ପାରିତ କଲେ। ସେ କ’ଣ ପଶ୍ଚିମବଙ୍ଗର ଅବସ୍ଥା ଜାଣିନାହାନ୍ତି? କ’ଣ ଆପଣ ବଙ୍ଗଳାରେ ହିଂସା ସୃଷ୍ଟି କରିବାକୁ ଚାହାନ୍ତି? 

ମମତା କହିଛନ୍ତି, ‘‘ମୁଁ ମୋଦୀଜୀଙ୍କୁ ଅନୁରୋଧ କରୁଛି ସେ ଅମିତ ଶାହଙ୍କୁ ରୋକନ୍ତୁ। ଅମିତ ଶାହ ଆମ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଅପପ୍ରୟୋଗ କରୁଛନ୍ତି। ଯେତେବେଳେ ମୋଦୀଜୀ ପ୍ରଧାନମନ୍ତ୍ରୀ ହେବେ ନାହିଁ ତ କ’ଣ ହେବ?’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe