ଫେସବୁକ୍‌, ଟ୍ବିଟର ପ୍ରୋଫାଇଲ୍‌ ପିକ୍‌ ଅପଡେଟ୍‌ କଲେ ମମତା

Advertisment
ଫିଲ୍ମ ନିର୍ମାଣ କରିବେ ମମତା ବାନାର୍ଜୀ

(AP File Photo)

ନୂଆଦିଲ୍ଲୀ: ‘ଜୟ ଶ୍ରୀ ରାମ୍‌ ’ ସ୍ଲୋଗାନ୍‌ ପ୍ରସଙ୍ଗରେ ବିଜେପି ସହ ତୀବ୍ର କଥା କଟାକଟି ହେବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତାଙ୍କ ଫେସବୁକ୍‌ ଏବଂ ଟ୍ବିଟର ପ୍ରୋଫାଇଲ୍‌ ପିକ୍‌ ଅପଡେଟ୍‌ କରିଦେଇଛନ୍ତି। ମମତା ତାଙ୍କ ପ୍ରୋଫାଇଲ୍‌ ପିକ୍‌ ବଦଳାଇ ‘ଜୟ ହିନ୍ଦ, ଜୟ ବାଂଗ୍‌ଲା’ ରଖିଛନ୍ତି। ମମତାଙ୍କ ସହ ଟିଏମ୍‌ସିର ଅନ୍ୟ ନେତାମାନେ ମଧ୍ୟ ସେମାନଙ୍କ ଫେସବୁକ୍‌ ଏବଂ ଟ୍ବିଟରରେ ପ୍ରୋଫାଇଲ୍‌ ପିକ୍‌ ବଦଳାଇ ‘ଜୟ ହିନ୍ଦ୍‌ ଜୟ ବାଂଗ୍‌ଲା’ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ନିକଟରେ ଜଣେ ନବ ନିର୍ବାଚିତ ବିଜେପି ସାଂସଦ ଦାବି କରିଥିଲେ ଯେ ବିଜେପି ମମତାଙ୍କ ନିକଟକୁ ‘ଜୟ ଶ୍ରୀ ରାମ୍‌’ ଲେଖାଥିବା ୧୦ଲକ୍ଷ ପୋଷ୍ଟ୍‌ କାର୍ଡ ପଠାଇବ ବୋଲି ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe