ସିଡିଏସ୍‌ ନିଯୁକ୍ତିକୁ ନେଇ ସରକାର ଭୁଲ୍‌ ରାସ୍ତାରେ ଯାଉଛନ୍ତି: କଂଗ୍ରେସ

Advertisment
ସିଡିଏସ୍‌ ନିଯୁକ୍ତିକୁ ନେଇ ସରକାର ଭୁଲ୍‌ ରାସ୍ତାରେ ଯାଉଛନ୍ତି: କଂଗ୍ରେସ

AajTak

ନୂଆଦିଲ୍ଲୀ : ଚିଫ୍‌ ଅଫ୍‌ ଡିଫେନ୍‌ସ ଷ୍ଟାଫ୍‌ (ସିଡିଏସ୍‌) ନିଯୁକ୍ତିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସିଡିଏସ୍‌ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ପ୍ରଥମରୁ ଭୁଲ୍‌ ରାସ୍ତାରେ ଯାଉଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ମନୀଷ ତିୱାରୀ ଟ୍ବିଟ୍‌ କରି କହିଛନ୍ତି। ସମୟ ହିଁ ସିଡିଏସ୍‌ ନିଯୁକ୍ତି ନିଷ୍ପତ୍ତିର ଭବିଷ୍ୟତ ଉନ୍ମୋଚନ କରିବ ବୋଲି ଶ୍ରୀ ତିୱାରୀ କହିଛନ୍ତି। ତେବେ ସିଡିଏସ୍‌ ନିଯୁକ୍ତି ହେବା ପରେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ସଚିବଙ୍କ ସ୍ଥିତି କ’ଣ ହେବ ବୋଲି ତିୱାରୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe