ନୂଆଦିଲ୍ଲୀ: ୧୫ ବର୍ଷ ପରେ ଆଜି ମଙ୍ଗଳ ଗ୍ରହ ପୃଥିବୀର ଖୁବ୍୍ ନିକଟତର ହୋଇଛି। ଭାରତ ସମେତ ସମଗ୍ର ବିଶ୍ୱ ଏହି ଅଦ୍୍ଭୁତ ଦୃଶ୍ୟକୁ ଦେଖିବାକୁ ସମର୍ଥ ହୋଇଛି। ମଙ୍ଗଳ ପୃଥିବୀର ନିକଟତର ହେବାପରେ ଏହା ଆକାଶରେ ଦୃଶ୍ୟମାନ ହୋଇଛି। ଏହି ମହାଜାଗତିକ ଘଟଣା ପ୍ରତ୍ୟେକ ୧୫ ବର୍ଷ ବ୍ୟବଧାନରେ ହୋଇଥାଏ। ତେବେ ମଙ୍ଗଳ ଅନ୍ୟ ଗ୍ରହମାନଙ୍କ ତୁଳନାରେ ଅଧିକ ଉଜ୍ଜ୍ୱଳ ହୋଇଥିବା ବେଳେ ପୃଥିବୀର ନିକଟତର ହେବା ପରେ ଏହା ଅଧିକ ଉଜ୍ଜ୍ୱଳ ଦେଖାଯାଇଛି।
ମଙ୍ଗଳ ପୃଥିବୀର ନିକଟତର
Advertisment
Follow Us