ଜୟପୁର: ରାଜସ୍ଥାନର ଆଇଆର୍ଏସ୍ ଅଫିସର ସୁଶିଲ କୁଲ୍ହାରି ଏବଂ ତାଙ୍କ ପତ୍ନୀ ଗତକାଲି ୨୧ କିମି ଦୌଡ଼ି ନିଜ ଗ୍ରାମକୁ ଯାଇ ଭୋଟ୍ ଦେବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଝୁନ୍ଝୁନ୍ଠାରୁ ୨୧ କିମି ଦୂରରେ ଅବସ୍ଥିତ ତିଲୋକା ଗ୍ରାମକୁ ଭୋଟ୍ ଦେବାକୁ ଯିବା ପାଇଁ ସ୍ବାମୀ-ସ୍ତ୍ରୀ ୨୧ କିମି ରାସ୍ତା ଅତିକ୍ରମ କରିଥିଲେ। ଏଥିପାଇଁ ସେମାନେ ଭୋର୍ ୫ଟା ୪୫ରେ ଦୌଡ଼ ଆରମ୍ଭ କରିଥିଲେ। ଭୋଟ୍ଦାନ ପାଇଁ ସଚେତନତା ସୃଷ୍ଟି କରିବା ଏହି ଦୌଡ଼ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୁଶିଲ କହିଛନ୍ତି।
ମତଦାନ ସଚେତନତା:ଆଇଆର୍ଏସ୍ ଅଧିକାରୀ ପତ୍ନୀଙ୍କ ସହ ୨୧ କିମି ଦୌଡ଼ି ଭୋଟ୍ ଦେଲେ
Advertisment
Follow Us