ମଧ୍ୟ ପ୍ରଦେଶ ସରକାରଙ୍କୁ ମାୟାବତୀଙ୍କ ସମାଲୋଚନା

Advertisment
ମଧ୍ୟ ପ୍ରଦେଶ ସରକାରଙ୍କୁ ମାୟାବତୀଙ୍କ ସମାଲୋଚନା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କଂଗ୍ରେସ ସରକାରକୁ ଆଜି ବିଏସ୍‌ପି ସୁପ୍ରିମୋ ମାୟାବତୀ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ କଂଗ୍ରେସ ଦଳିତଙ୍କ ପ୍ରତି ଦମନ ନୀତି ଧରିଛି ବୋଲି ସେ କହିଛନ୍ତି। କଂଗ୍ରେସ ସରକାରଙ୍କ କାର୍ଯ୍ୟରେ ଲୋକେ ସନ୍ତୁଷ୍ଟ ନାହାନ୍ତି ଏବଂ ପୂର୍ବରୁ ବିଜେପି ଯେଭଳି କାମ କରୁଥିଲା, ଏବେ କମଳନାଥ ସରକାର ସେହି ରାସ୍ତାରେ ହିଁ ଚାଲିଛନ୍ତି ବୋଲି ମାୟାବତୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe