କୋଲକାତା: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି ପୁଣିଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ର ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି। ୱାଇଏସ୍ଆରସିପି ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କ ବିଶାଳ ବିଜୟ ପାଇଁ ଶ୍ରେୟ ନେଇଥିବା ପ୍ରଶାନ୍ତ କିଶୋର ଆଜି ମମତାଙ୍କୁ ସାକ୍ଷାତ କରିବାପରେ ଏବେ ଚର୍ଚ୍ଚା ହେଉଛି ସେ ସେ ଆଗାମୀ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍ସି ପାଇଁ କାର୍ଯ୍ୟ କରିବେ। ପ୍ରଶାନ୍ତ କିଶୋର ଆଜି ମମତାଙ୍କୁ ରାଜ୍ୟ ସଚିବାଳୟ ‘ନବାନ୍ନ’ରେ ସାକ୍ଷାତ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us