ନୂଆଦିଲ୍ଲୀ : କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ମହିଳା ଏବଂ ଶିଶୁ ମାନଙ୍କ ବିରୋଧେର ବଢ଼ୁଥିବା ଦୁଷ୍କର୍ମ ଅଭିଯୋଗରେ ମୁହଁ ଖୋଲିବା ପାଇଁ ଏକ ନୂଆ ଆହ୍ବାନ ଦେଇଛନ୍ତି। ମେନକା ଗାନ୍ଧୀ ଆଜି ଆଇନ ମନ୍ତ୍ରାଳୟକୁ ଏକ ନୂ୍ଆ ପ୍ରସ୍ତାବ ଦେଇ କହିଛନ୍ତି ଯେ ଶିଶୁ ଯୌନ ନିର୍ଯାତନା ବିରୋଧରେ ପାଟି ଖୋଲିବା ପାଇଁ କିମ୍ବା ଅଭିଯୋଗ ଆଣିବା ପାଇଁ କୌଣସି ବୟସ କିମ୍ବା ସମୟ ସୀମା ରହିବା ଉଚିତ୍ ନୁହେଁ। ଯୌନ ନିର୍ଯାତନା ଦେଇଥିବା ବ୍ୟକ୍ତିକୁ କେହି ଭୁଲିପାରିବ ନାହିଁ। ତେଣୁ ଏହି କ୍ଷେତ୍ରରେ ଯୌନ ନିର୍ଯାତନା ବିରୋଧରେ ଅଭିଯୋଗ କରିବାପାଇଁ କୌଣସି ବୟସସୀମା ରହିବା ଅନୁଚିତ ବୋଲି ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us