ମନରେଗା ଆର୍ଥିକ ଅନିମିୟତା: ଓଡିଶାରୁ ଆଦାୟ ହେବ ୯୬,୬୫,୪୮୭ ଟଙ୍କା

ଆବାସ ଯୋଜନା, ଜଳ ଜୀବନ ମିସନ ପାଇଁ ମନରେଗା ବ୍ୟୟବରାଦ କମିଲା

ନୂଆଦିଲ୍ଲୀ : ମନରେଗା ଯୋଜନାରେ ହୋଇଥିବା ଆର୍ଥିକ ଅନିୟମିୟତାର ୨୨୯ଟି ମାମଲାରୁ ଓଡିଶାରୁ ୯୬,୬୫,୪୮୭ ଟଙ୍କା ଆଦାୟ ହେବାର ଅଛି।

ଓଡ଼ିଶାରେ ମୋଟ ୧୩୧୧ଟି ମନରେଗା ଆର୍ଥିକ ଅନିମିୟତା ଘଟିଥିଲା, ଯାହାର ପରିମାଣ ୪,୮୦,୧୦,୭୧୫ ଟଙ୍କା। ସେଥିମଧ୍ୟରୁ ୪୫୯ଟି ମାମଲାର ନିଷ୍ପତ୍ତି ହୋଇଥିଲା ଯାହାର ପରିମାଣ ରହିଥିଲା ୧,୬୦,୨୪,୫୦୬ ଟଙ୍କା। ୨୪୦ଟି ମାମଲାରେ ୫୦,୨୯,୭୬୩ ଟଙ୍କା ଆଦାୟ ହୋଇଥିବା ବେଳେ ୨୧୯ଟି ମାମଲାରେ ଆଦାୟ ହୋଇନାହିଁ। ଯେତିକି ଆଦାୟ ହେବାକୁ ବାକି ରହିଛି ତାହାର ପରିମାଣ ହେଉଛି ୯୬,୯୫,୪୮୭ ଟଙ୍କା। ପ୍ରତାପରାଓ ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ଗ୍ରାମୀଣ ବିକାଶ ଓ ପଂଚାୟତିରାଜ ସଂପର୍କିତ ସଂସଦୀୟ କମିଟି- କ୍ରିଟିକାଲ ଇଭାଲ୍ୟୁଏସନ ଅଫ୍ ମନରେଗା ରିପୋର୍ଟରେ ଏହାର ଉଲ୍ଲେଖ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe