ତେଲେଙ୍ଗନାରେ ବିଧାୟକଙ୍କୁ କିଣାବିକା ମାମଲା: ବିଜେପି ନେତା ବିଏଲ୍‌ ସନ୍ତୋଷଙ୍କୁ ଏସ୍‌ଆଇଟିର ସମନ

Advertisment
ତେଲେଙ୍ଗନାରେ ବିଧାୟକଙ୍କୁ କିଣାବିକା ମାମଲା: ବିଜେପି ନେତା ବିଏଲ୍‌ ସନ୍ତୋଷଙ୍କୁ ଏସ୍‌ଆଇଟିର ସମନ

PKBnews.in

ହାଇଦ୍ରାବାଦ : ତେଲେଙ୍ଗାନାର ଟିଆର୍‌ଏସ୍‌ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଆଜି ଏହାର ଯାଞ୍ଚ କରୁଥିବା ଏସ୍‌ଆଇଟି ବିଜେପି ସାଧାରଣ ସଂପାଦକ ବିଏଲ୍‌ ସନ୍ତୋଷଙ୍କୁ ସମନ ଜାରି କରିଛି। ୨୧ ନଭେମ୍ବର ପୂର୍ବରୁ ତାଙ୍କୁ ପୁଲିସ ସାମ୍ନାରେ ହାଜର ହେବାକୁ କୁହାଯାଇଛି । ଏହି ସମନକୁ ଅମାନ୍ୟ କଲେ ତାଙ୍କୁ ଗିରଫ କରାଯିବ ବୋଲି ମଧ୍ୟ କୁହାଯାଇଛି। ଏହା ବିରୋଧରେ ବିଜେପି ନେତା ସନ୍ତୋଷ ହାଇକୋର୍ଟରେ ଅନ୍ତରୀଣ ଆବେଦନ ଦାଖଲ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe