ମୋଦୀଙ୍କ ସହ କଥା‌ବେଳେ କ୍ୟାମେରା ଦେଖି ଚକିତ ହେଲେ ମର୍କେଲ୍‌

Advertisment
ମୋଦୀଙ୍କ ସହ କଥା‌ବେଳେ କ୍ୟାମେରା ଦେଖି ଚକିତ ହେଲେ ମର୍କେଲ୍‌

ଓସାକା : ଓସାକାରେ ଅନୁଷ୍ଠିତ ଜି-୨୦ ବୈଠକରେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ୍‌ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି।। ତେବେ ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ସମୟରେ ହଠାତ୍‌ ମର୍କେଲ୍‌ ସେଠାରେ କ୍ୟାମେରା ଲାଗିଥଇବା ତାଙ୍କ ନଜର ପଡ଼ିଥିଲା। ସେମାନଙ୍କ ଆଲୋଚନା କ୍ୟାମେରା ରେକର୍ଡିଂ ହେଉଥିବା ଦେଖିବାପରେ ସେ ହଠାତ୍‌ ଚକିତ ହୋଇ ଯାଇଥିଲେ ଏବଂ ୨ ଥର କ୍ୟାମେରାକୁ ଚାହିଁଥିଲେ। ତେବେ ସେ ହସି ଦେଇ ପୁଣି ଥରେ ମୋଦୀଙ୍କ ସହ କଥାବାର୍ତ୍ତା‌ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe