ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକର ରିଲିଜ୍ ଉପରେ ନିର୍ବାଚନ କମିସନ କଟକଣା ଲଗାଇଥିବା ବେଳେ ଆଜି ୟୁଟ୍ୟୁବ୍ରୁ ଏହାର ଟ୍ରେଲର ଗାଏବ ହୋଇଯାଇଛି। ୟୁଟ୍ୟୁବ୍ରେ ସର୍ଚ୍ଚ କଲେ ଏହି ବାୟୋପିକ୍ର ଟ୍ରେଲର ଉପଲବ୍ଧ ନୁହେଁ ବୋଲି ଦେଖିବାକୁ ମିଳୁଛି। ଏବେ ନିର୍ବାଚନ କମିସନ ଏହି ବାୟୋପିକ୍ ଉପରେ ଅଧିକ ତର୍ଜମା କରୁଛନ୍ତି।
ମୋଦୀ ବାୟୋପିକ୍ ଟ୍ରେଲର୍ ୟୁଟ୍ୟୁବ୍ରୁ ଗାଏବ
Advertisment
Follow Us