ସ୍ୱାଧୀନତା ଦିବସ ଭାଷଣ ପାଇଁ ପରାମର୍ଶ ଲୋଡ଼ିଲେ ମୋଦୀ

Advertisment
ସ୍ୱାଧୀନତା ଦିବସ ଭାଷଣ ପାଇଁ ପରାମର୍ଶ ଲୋଡ଼ିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସ୍ୱାଧୀନତା ଦିବସ ଭାଷଣ ନିମନ୍ତେ ଲୋକଙ୍କଠାରୁ ପରାମର୍ଶ ଲୋଡ଼ିଛନ୍ତି। ଭାଷଣରେ ମୋଦୀ କେଉଁ କେଉଁ ଦିଗ ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର ସେ ନେଇ ମତାମତ ଦେବାକୁ କୁହାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ନରେନ୍ଦ୍ର ମୋଦୀ ଆପ୍‌ରେ ପରାମର୍ଶ ଦିଆଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe