ଆତଙ୍କବାଦୀ ସଂଗଠନକୁ କଡ଼ା ଚେତାବନୀ ଦେଲେ ମୋଦୀ

Advertisment

ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରତି ଆତଙ୍କବାଦୀ ସଂଗଠନକୁ କଡ଼ା ଜବାବ ଦିଆଯିବ। ମୁମ୍ବାଇରେ ‘୨୬/୧୧ ଆତଙ୍କବାଦୀ ଆକ୍ରମଣକୁଆମେ ଭୁଲିପାରିବୁନି।  ଆତଙ୍କବାଦ ବିରୋଧରେ ଦେଶର ସଂକଳ୍ପକୁ ମୁଁ ପୁଣିଥରେ ଦୋହରାଇ...

ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରତି ଆତଙ୍କବାଦୀ ସଂଗଠନକୁ କଡ଼ା ଜବାବ ଦିଆଯିବ। ମୁମ୍ବାଇରେ ‘୨୬/୧୧ ଆତଙ୍କବାଦୀ ଆକ୍ରମଣକୁଆମେ ଭୁଲିପାରିବୁନି।  ଆତଙ୍କବାଦ ବିରୋଧରେ ଦେଶର ସଂକଳ୍ପକୁ ମୁଁ ପୁଣିଥରେ ଦୋହରାଇ...

sfsfhfshfhsfs

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରତି ଆତଙ୍କବାଦୀ ସଂଗଠନକୁ କଡ଼ା ଜବାବ ଦିଆଯିବ। ମୁମ୍ବାଇରେ ‘୨୬/୧୧ ଆତଙ୍କବାଦୀ ଆକ୍ରମଣକୁଆମେ ଭୁଲିପାରିବୁନି।  ଆତଙ୍କବାଦ ବିରୋଧରେ ଦେଶର ସଂକଳ୍ପକୁ ମୁଁ ପୁଣିଥରେ ଦୋହରାଇ ଏହା କହୁଛି ଯେ ଦେଶର ସୁରକ୍ଷା ପ୍ରତି ବିପଦ ସାଜିଥିବା ସମସ୍ତ ଆତଙ୍କବାଦୀ ଗୋଷ୍ଠୀକୁ କଡ଼ା ଜବାବ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବିଧାନ ଦିବସ ଅବସରରେ ସୁପ୍ରିମକୋର୍ଟରେ ଉଦ୍‌ବୋଧନ ଦେଇ ଏହି ଟିପ୍ପଣୀ ଦେଇଛନ୍ତି।  ମୋଦୀ ମଧ୍ୟ ୧୯୭୫ ମସିହାର ଜରୁରୀ ସ୍ଥିତି ସଂକ୍ରାନ୍ତରେ ଉଲ୍ଲେଖ କରି କହିଛନ୍ତି, ଆମେ ଦେଶରେ ଇମର୍ଜେନ୍ସି ସମୟରେ ସମ୍ବିଧାନ ପ୍ରତି ଆସିଥିବା ଚ୍ୟା‌ଲେଞ୍ଜକୁ ସାମ୍ନା କରିଛେ। ଆଜି ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରରେ ସମ୍ବିଧାନ ଦିବସ ପାଳନ ହୋଇଛି  ଏବଂ ଏହା ସମ୍ବିଧାନର ଶକ୍ତି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe