ଭିଡିଓ କନଫରେନ୍ସ ଦ୍ବାରା ଟିକାକରଣ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ମୋଦୀ

Advertisment
ମନମୋହନଙ୍କ ବୟାନ ଉଲ୍ଲେଖ କରି ବିରୋଧୀଙ୍କୁ ଘେରିଲେ ମୋଦୀ

Image Courtesy of India Today

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୬ ତାରିଖରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ଦ୍ବାରା ଉଦ୍‌ଘାଟନ କରିବେ। ଏହିଦିନ ମଧ୍ୟ ମୋଦୀ ସରକାରୀ ଭାବେ କୋ‌-ୱିନ୍‌ ଆପ୍‌ ଲଞ୍ଚ୍‌ କରିବେ। ସରକାର ଏବେ ଦେଶରେ ୨ଟି ଟିକାର ଏମର୍ଜେନ୍ସି ବ୍ୟବହାର ପାଇଁ ଅନୁମତି ମିଳିଛି। ଗତକାଲି କୋଭିସିଲ୍ଡ ଟିକା ଦେଶର ବିଭିନ୍ନ ପ୍ରମୁଖ ସହର ମାନଙ୍କୁ ପ୍ରେରଣ ହୋଇସାରିଥିବା ବେଳେ ଆଜି ୧୧ଟି ସହରରେ କୋଭାକ୍ସିନ ଟିକା ପହଞ୍ଚିଛି। ଟିକାକରଣ ପାଇଁ ସମସ୍ତ ରାଜ୍ୟରେ ପ୍ରସ୍ତୁତି ଜୋରଦାର ହୋଇଛି। ଟିକାକରଣ କାର୍ଯ୍ୟକ୍ରମରେ କୌଣସି ବାଧା ନ ଉପୁଯିବା ପାଇଁ ସରକାର ସଫଳପ୍ରଦ ଭା‌ବେ ଟିକାର ଡ୍ରାଏରନ୍‌ ଶେଷ କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe