ଇଟାଲି ପ୍ରତିପକ୍ଷଙ୍କ ସହ ମୋଦୀଙ୍କ ଭର୍ଚୁଆଲ୍‌ ସମ୍ମିଳନୀ

Advertisment
ଇଟାଲି ପ୍ରତିପକ୍ଷଙ୍କ ସହ ମୋଦୀଙ୍କ ଭର୍ଚୁଆଲ୍‌ ସମ୍ମିଳନୀ

Sindhuvox

ନୂଆଦିଲ୍ଲୀ : ଭାରତ ଏବଂ ଇଟାଲି ମଧ୍ୟରେ ଆଜି ଏକ ପ୍ରଧାନମନ୍ତ୍ରୀସ୍ତରୀୟ ଭର୍ଚୁଆଲ୍‌ ବୈଠକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଇଟାଲି ପ୍ରତିପକ୍ଷ ଗ୍ୟୁସେପ୍‌ କୋନ୍ତେଙ୍କ ସହ ଏକ ଭର୍ଚୁଆଲ ସମ୍ମିଳନୀ କରିଛନ୍ତି। ବୈଠକରେ ଉଭୟ ରାଷ୍ଟ୍ରପତି ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ବିଭିନ୍ନ ପ୍ରମୁଖ ଆଞ୍ଚଳିକ ଏବଂ ବୈଶ୍ବିକ ପ୍ରସଙ୍ଗ ଉପରେ ଉଭୟ ରାଷ୍ଟ୍ରନେତା ଆଲୋଚନା କରିଛନ୍ତି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe