historytoday.com
ହଜାରିବାଗ: ଆଜି ଦୁର୍ବୃତ୍ତମାନେ ବିହାରର ହଜାରିବାଗଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ମୂର୍ତ୍ତି ଭଙ୍ଗାଯିବା ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। କିଏ ଏବଂ କାହିଁକି ଜାତିର ପିତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲା ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ ହୋଇଛି। ସିସିଟିଭି ଯାଞ୍ଚ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରାଯାଇଛି ବୋଲି ହଜାରିବାଗ ପୁଲିସ ସୂଚନା ଦେଇଛି। ପୁଲିସ ସନ୍ଦେହରେ କେତେକ ଲୋକଙ୍କୁ ଜେରା ଆରମ୍ଭ କରିଛି।
Follow Us