the United Nations
ନ୍ୟୁୟର୍କ : ୨୦୨୧ ଶେଷ ସୁଦ୍ଧା ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ବିଶ୍ବରେ ୩୬ ନିୟୁତରୁ ଅଧିକ ଶିଶୁଙ୍କୁ ବିସ୍ଥାପିତ କରାଯାଇଛି। ହିଂସା, ବିବାଦ ଏବଂ ଅନ୍ୟାନ୍ୟ ସଙ୍କଟ କାରଣରୁ ୩୬ ନିୟୁତରୁ ଅଧିକ ଶିଶୁ ବିସ୍ଥାପିତ ହୋଇଛନ୍ତି ବୋଲି ୟୁନିସେଫ୍ ରିପୋର୍ଟରୁ ଜଣାପଡ଼ିଛି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହା ସର୍ବାଧିକ ୨୦୨୧ରେ ଏହି ସଂଖ୍ୟା ୨.୨ ନିୟୁତ ବୃଦ୍ଧି ହୋଇଛି। ୨୦୨୨ରେ ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ବିସ୍ଥାପିତ ହୋଇଥିବା ଶିଶୁଙ୍କ ସଂଖ୍ୟା ଏହି ରିପୋର୍ଟରେ ନାହିଁ।
Follow Us