ହମାସ୍‌ର ଯୁଦ୍ଧ ସହ ଅଧିକାଂଶ ପାଲେଷ୍ଟିନୀୟଙ୍କ ସଂପର୍କ ନାହିଁ: ବାଇଡେନ

Advertisment
‘ଆମେରିକା ପାଇଁ  ସୁସ୍ଥ ମସ୍ତିଷ୍କ ଥିବା ରାଷ୍ଟ୍ରପତି ଆବଶ୍ୟକ’

Image Courtesy of India Today

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଇସ୍ରାଏଲ-ହମାସ୍‌ ଯୁଦ୍ଧ ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି। ବାଇଡେନ କହିଛନ୍ତି, ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ୍‌ ପକ୍ଷରୁ ହୋଇଥିବା ଭୟଙ୍କର ଆକ୍ରମଣ ସହ ଅଧିକାଂଶ ପାଲେଷ୍ଟାଇନ ବାସିନ୍ଦାଙ୍କ କୌଣସି ସଂପର୍କ ନାହିଁ। ଆମେ ଏ ଦିଗରେ ମଧ୍ୟ ଗୁରୁତ୍ବାରୋପ କରୁଛୁ ଏବଂ ହମାସ୍‌ ପାଇଁ ଯନ୍ତ୍ରଣା ଭୋଗୁଥିବା ପାଲେଷ୍ଟିନୀୟଙ୍କ ପାଇଁ ସହାନୁଭୂତି ରଖୁଛୁ ବୋଲି ବାଇଡେନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe