Image Courtesy of Indian Express
ନୂଆଦିଲ୍ଲୀ : ତାମିଲନାଡୁର କୁଡ୍ଡାଲୋରଠାରେ ପାଣିରେ ବୁଡି ପିଲାମାନଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି ଯେ, ତାମିଲନାଡୁର କୁଡ୍ଡାଲୋରଠାରେ ପାଣିରେ ବୁଡି ପିଲାମାନଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ବେଶ୍ ମର୍ମାହତ। ଦୁଃଖର ଏହି ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରଗୁଡିକୁ ସେ ସମବେଦନା ଜଣାଇଛନ୍ତି।
Follow Us