ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା :ମୁଖ୍ୟ ଅଭିଯୁକ୍ତକୁ ପଞ୍ଜାବ ଜେଲ୍‌କୁ ସ୍ଥାନାନ୍ତର କଲେ ସୁପ୍ରିମକୋର୍ଟ

Advertisment
ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା :ମୁଖ୍ୟ ଅଭିଯୁକ୍ତକୁ ପଞ୍ଜାବ ଜେଲ୍‌କୁ ସ୍ଥାନାନ୍ତର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରକୁ ବିହାରରୁ ପଞ୍ଜାବର ପଟିଆଲା ଜେଲ୍‌କୁ ସ୍ଥାନାନ୍ତର ପାଇଁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ରଜେଶ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସେ ରାଜ୍ୟରେ ରହିଲେ ମାମଲାର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ‌େହାଇପାରେ। ସେଥିଲାଗି କୋର୍ଟ ବ୍ରଜେଶଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପ‌କ୍ଷରେ ମାମଲାରେ ପୂର୍ବତନ ବିହାର ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ବାମୀ ଚନ୍ଦ୍ରଶେଖର ବର୍ମାଙ୍କ ନାମ ଉଠିଥିବାରୁ ମଞ୍ଜୁ ବର୍ମା କାହିଁକି ଏଯାବତ୍‌ ଗିରଫ ହୋଇନାହାନ୍ତି ବୋଲି କୋର୍ଟ ବିହାର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe