ମୁଲାୟମ୍‌ ଅସୁସ୍ଥ, ହସ୍ପିଟାଲ୍‌ରେ ଭର୍ତ୍ତି

Advertisment
ମୁଲାୟମ୍‌ ଅସୁସ୍ଥ, ହସ୍ପିଟାଲ୍‌ରେ ଭର୍ତ୍ତି

Patrika

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ପୁରୋଧା ମୁଲାୟମ ସିଂହ ଯାଦବ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କୋଷ୍ଠକାଠିନ୍ୟ ଏବଂ ପେଟରେ ଖୁବ୍‌ ଯନ୍ତ୍ରଣା ହେବା‌ ଯୋଗୁଁ ମୁଲାୟମ୍‌ଙ୍କୁ ଗତକାଲି ରାତିରୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମେଦାନ୍ତ ହସ୍ପିଟାଲ୍‌ ନିର୍ଦ୍ଦେଶକ ଡ. ରାକେଶ କପୁର କହିଛନ୍ତି, ଯାଦବଙ୍କ ପାକସ୍ତଳିରେ ସମସ୍ୟା ଯୋଗୁଁ ସେ ଖାଦ୍ୟ ଠିକ୍‌ ଭାବେ ଖାଇ ପାରୁନାହାନ୍ତି। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe