ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବ ଅସୁସ୍ଥ, ଲୋହିୟା ଇନଷ୍ଟିଚ୍ୟୁଟରେ ଭର୍ତ୍ତି

Advertisment
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବ ଅସୁସ୍ଥ,  ଲୋହିୟା ଇନଷ୍ଟିଚ୍ୟୁଟରେ ଭର୍ତ୍ତି

Indiablooms

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଅସୁସ୍ଥ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଲୋହିୟା ଇନଷ୍ଟିଚ୍ୟୁଟରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ମୁଲାୟମଙ୍କ ଚିକିତ୍ସା କରୁଥିବା ଡାକ୍ଟର ଭୁବନ ଚନ୍ଦ୍ର ତିୱାରୀଙ୍କ କହିବା ମୁତାବକ, ଅତ୍ୟଧିକ ସୁଗାର ପରିମାଣ ବଢିବାରୁ ମୁଲାୟମ୍ ଅସୁସ୍ଥ ହୋଇପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୁଲାୟମ୍ ସିଂହ ଯାଦବ ହାଇପର୍ ଗ୍ଲାଇସିମିୟା ଏବଂ ହାଇପର୍ ଡାଇବେଟିସ୍ ରୋଗରେ ପୀଡିତ ଅଛନ୍ତି। କିଛି ଦିନ ପୂର୍ବରୁ ମଧ୍ୟ ଅସୁସ୍ଥ ହେବାରୁ ମୁଲାୟମଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe