କରୋନା ମୁକାବିଲାରେ ମୁମ୍ବାଇ କମ୍ପାନି ଅଗ୍ରଣୀ, ପ୍ରସ୍ତୁତ କରୁଛି ଆଣ୍ଟିରିଟ୍ରୋଭାଇରାଲ୍‌ ଔଷଧ

Advertisment
କରୋନା ମୁକାବିଲାରେ ମୁମ୍ବାଇ କମ୍ପାନି ଅଗ୍ରଣୀ, ପ୍ରସ୍ତୁତ କରୁଛି ଆଣ୍ଟିରିଟ୍ରୋଭାଇରାଲ୍‌ ଔଷଧ

The Kathmandu Post

ମୁମ୍ବାଇ: ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ଚାଲିଥିବା ପ୍ରଯୁଜ୍ୟ ଔଷଧ ଅନ୍ବେଷଣରେ ମୁମ୍ବାଇ ସ୍ଥିତ ଔଷଧ କମ୍ପାନି ଗ୍ଲେନ୍‌ମାର୍କ ଅନ୍ୟ କମ୍ପାନି ତୁଳନାରେ ପାଦେ ଆଗରେ ରହିଛିା ଭାରତରେ ପ୍ରଥମ ଥର ପାଇଁ ଏହି କମ୍ପାନି ଫାଭିପିରାଭିର୍ ନାମକ ଏକ ଭୂତାଣୁ ବିରୋଧୀ(ଆଣ୍ଟିରିିଟ୍ରୋଭାଇରାଲ୍ ବା ଏଆର୍ଭି) ଔଷଧ ପ୍ରସ୍ତୁତି ଚଳାଇଛିା ଚୀନ୍ ଏବଂ ଜାପାନ ଭଳି ବିଶ୍ବର ଅନ୍ୟ ସ୍ଥାନରେ ଏହି ଏଆର୍ଭିର ବ୍ୟବହାର କୋଭିଡ୍–୧୯ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ବେଳେ ଗ୍ଲେନ୍‌ମାର୍କ କମ୍ପାନି ଏହାର ନୈଦାନିକ ପରୀକ୍ଷଣ ପାଇଁ ଭାରତୀୟ ଭେଷଜ ନିୟନ୍ତ୍ରକଙ୍କ ଅନୁମୋଦନ ଅପେକ୍ଷାରେ ରହିଛିା ଅନୁମୋଦନ ମିଳିବା ପରେ ୬୦ରୁ ୧୦୦ ଜଣ ରୋଗୀଙ୍କ ଠାରେ ଏହାର ନୈଦାନିକ ପରୀକ୍ଷଣ କରାଯାଇ ବଜାର ପ୍ରବେଶ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe