ମୁମ୍ବାଇର ଗୋରେଗାଓଁ କାରଖାନାରେ ଅଗ୍ନିକାଣ୍ଡ

ମୁମ୍ବାଇର ଗୋରେଗାଓଁ କାରଖାନାରେ ଅଗ୍ନିକାଣ୍ଡ

ମୁମ୍ବାଇ: ଶନିବାର ପ୍ରତ୍ୟୁଷରେ ଗୋରେଗାଓଁ ପୂର୍ବାଞ୍ଚଳରେ ଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଓ୍ଵାଲ୍‌ବର୍ଟ ରୋଡ୍‌ରେ ଅବସ୍ଥିତ କାମା ଶିଳ୍ପାଞ୍ଚଳ ନିଅାଁ ଲାଗି କାରଖାନାର ଗୋଟାଏ ଘରକୁ ବ୍ୟାପୀ ଯାଇଥିଲା।

ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ନିଅାଁ ଲିଭାଇବାକୁ ପ୍ରାୟ ୧୫ଟି ଦମକଳ ଘଟଣାସ୍ଥଳକୁ ଯାଇଛି। ମିଳିଥିବା ସର୍ବଶେଷ ସୂଚନା ଅନୁସାରେ, ନିଅାଁ ଲିଭା ସରିଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe