ମୁମ୍ବାଇ: ମହିଳାଙ୍କୁ ବସ୍‌ ଚାପିଦେଲା

Advertisment
ମୁମ୍ବାଇ: ମହିଳାଙ୍କୁ ବସ୍‌ ଚାପିଦେଲା

ମୁମ୍ବାଇ: ମୁମ୍ବାଇର ଏକ ମରଣାନ୍ତକ ଖାଲରେ ପଡ଼ି ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ଜଣାଯାଇଛି ଯେ ମୁମ୍ବାଇର କଲ୍ୟାଣରେ ଜଣେ ମହିଳା ତାଙ୍କର ଜଣେ ପରିବାର ସଦସ୍ୟଙ୍କ ସହ ବାଇକ୍‌ ପଛରେ ବସି ଘରକୁ ଫେରୁଥିଲେ। କିନ୍ତୁ ହଠାତ୍‌ ଏକ ଖାଲରେ ସେମାନଙ୍କ ବାଇକ୍‌ ଫସି ଯିବାରୁ ମହିଳା ଜଣଙ୍କ ଛିଟିକି ପଡ଼ିଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ବସ୍‌ ମହିଳାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe