ସାଙ୍କେତିକ ଭାବେ ଅନ୍ତସତ୍ତ୍ବା ଥିବା ପ୍ରେମିକଙ୍କୁ ଜଣାଇଲେ ସ୍ବାମୀ ହତ୍ୟାକାରୀ

Advertisment

ଭିଡିଓ କନଫରେନ୍ସ ଜରିଆରେ ହାଜର ହେବା ସମୟରେ ମୁସ୍କାନ ଅନ୍ତସତ୍ତ୍ବା ଥିବା ନେଇ ସାହିଲଙ୍କୁ ସାଙ୍କେତିକ ଭାବେ ଜଣାଥିଲେ। ଏହାପରେ ଦୁହେଁ ଭାବବିହ୍ବୋଳ ହୋଇଯାଇଥିଲେ।ରସ୍ପର ସହିତ କଥା ହେବାହକୁ ଚେଷ୍ଟା କରିଥିଲେ।

ଭିଡିଓ କନଫରେନ୍ସ ଜରିଆରେ ହାଜର ହେବା ସମୟରେ ମୁସ୍କାନ ଅନ୍ତସତ୍ତ୍ବା ଥିବା ନେଇ ସାହିଲଙ୍କୁ ସାଙ୍କେତିକ ଭାବେ ଜଣାଥିଲେ। ଏହାପରେ ଦୁହେଁ ଭାବବିହ୍ବୋଳ ହୋଇଯାଇଥିଲେ।ରସ୍ପର ସହିତ କଥା ହେବାହକୁ ଚେଷ୍ଟା କରିଥିଲେ।

dgyhrt

ନୂଆଦିଲ୍ଲୀ: ମିରଟର ସୌରଭ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ସାହିଲ ଓ ତାଙ୍କ ପ୍ରେମିକା ମୁସ୍କାନ (ସୌରଭଙ୍କ ସ୍ତ୍ରୀ) ଜେଲରେ ବନ୍ଦୀ ଅଛନ୍ତି। 

ଜେଲରେ ବନ୍ଦୀ ହେବାଦିନ ଠାରୁ ସାହିଲ ଓ ମୁସ୍କାନଙ୍କୁ ନେଇ ନୂଆନୂଆ ତଥ୍ୟା ସାମ୍ନା୍କୁ ଆସିଛି। କିଛିଦିନ ତଳେ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ମୁସ୍କାନ ଅନ୍ତସତ୍ତ୍ବା ଥିବା ଜଣାପଡ଼ିଥିଲା। ଏହାପରେ ମୁସ୍କାନଙ୍କୁ ଅନ୍ୟ ଏକ ବାରାକରେ ରଖାଯାଇ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି। 

ସମ୍ପ୍ରତି ଖବର ମିଳିଛି କି, ଭିଡିଓ କନଫରେନ୍ସ ଜରିଆରେ ହାଜର ହେବା ସମୟରେ ମୁସ୍କାନ ଅନ୍ତସତ୍ତ୍ବା ଥିବା ନେଇ ସାହିଲଙ୍କୁ ସାଙ୍କେତିକ ଭାବେ ଜଣାଥିଲେ। ଏହାପରେ ଦୁହେଁ ଭାବବିହ୍ବୋଳ ହୋଇଯାଇଥିଲେ। ପରସ୍ପର ସହିତ କଥା ହେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଜେଲ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁହିଁଙ୍କୁ କଥା ହେବାକୁ ଅନୁମତି ଦିଆଯାଇ ନଥିଲା। 
ଏହାପରେ ମୁସ୍କାନ ଓ ସାହିଲ ସରକାରୀ ଓକିଲଙ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଘରୋଇ ଓକିଲ ରଖିବା ପାଇଁ ଇଚ୍ଛା ବ୍ୟକ୍ତ କରିଛନ୍ତି। 

ମୁସ୍କାନ ଅନ୍ତସତ୍ତ୍ବା ଥିବା ଖବରକୁ ନେଇ ଜେଲର ବରିଷ୍ଠ ଅଧିକାରୀ ଡକ୍ଟର ରାଜ ଶର୍ମା କହିଛନ୍ତି, ‘ହୋଇପାରେ  ମୁସ୍କାନ ଅନ୍ତସତ୍ତ୍ବା ଥିବା ଖବର ସାହିଲ ପୂର୍ବରୁ ଜାଣି ଥାଇପାରେ। କାରଣ ଏ ଖବର ଗଣମାଧ୍ୟମ ଓ ଖବରକାଗଜରେ ପ୍ରକାଶ ପାଇଛି।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe