Advertisment

ମୋଦୀ ବିରୋଧୀ ଦଳରେ ବସିଲେ ମୋ ତପସ୍ୟା ସଫଳ ହେବ: କଂଗ୍ରେସ ନେତା ପବନ ଖେରାଙ୍କ 'ସ୍ୱପ୍ନ'

Advertisment

କଂଗ୍ରେସ ନେତା ପବନ ଖେରା ତାଙ୍କର ନୂଆ ସ୍ୱପ୍ନ ସମ୍ପର୍କରେ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧୀ ଦଳରେ ବସିଥିବାର ଦେଖିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ, ୨୦୨୯ ପୂର୍ବରୁ ମୋଦୀ ବିରୋଧୀ ଦଳରେ ବସିଲେ ହିଁ ତାଙ୍କର ତପସ୍ୟା ସଫଳ ହେବ..

Congress leader pawan Khera's 'dream'

Congress leader pawan Khera's 'dream' Photograph: (sambad.in)

ନୂଆଦିଲ୍ଲୀ: କଂଗ୍ରେସ ନେତା ପବନ ଖେରା ତାଙ୍କର ନୂଆ ସ୍ୱପ୍ନ ସମ୍ପର୍କରେ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧୀ ଦଳରେ ବସିଥିବାର ଦେଖିବାକୁ ଚାହୁଁଛନ୍ତି। ମୋଦୀଙ୍କୁ ସେହି ପ୍ରକାରର 'ଅପମାନ' ଭୋଗିବା ସେ ଦେଖିବାକୁ ଚାହୁଁଛନ୍ତି ଯାହା ବିରୋଧୀ ନେତାମାନେ ଗତ ୧୦ ବର୍ଷ ଧରି ଭୋଗୁଛନ୍ତି।  ସେ କହିଛନ୍ତି ଯେ, ୨୦୨୯ ପୂର୍ବରୁ ମୋଦୀଙ୍କୁ ବିରୋଧୀ ଦଳରେ ବସିଲେ ହିଁ ତାଙ୍କର ତପସ୍ୟା ସଫଳ ହେବ।

ପବନ ଖେରା ବିଜେପିରେ ଅନ୍ତର୍ଦ୍ୱନ୍ଦ୍ୱ  ଜାରି ରହିଥିବା କହିଥିଲେ। ସେ କହିଥିଲେ, 'ଅଟଳ ଜୀଙ୍କ କ'ଣ ହେଲା?' ୨୦୦୪ ପରେ ଅଟଳ ଜୀଙ୍କ ସହିତ କ'ଣ ଘଟିଥିଲା? ଦଳ ଭିତରେ ସବୁକିଛି ଚାଲିଥିଲା। ମୋଦୀଙ୍କ କ୍ଷେତ୍ରରେ ସେଭଳି ୨୦୨୯ ପୂର୍ବରୁ ଘଟିବ। ମୁଁ ଭାବୁନାହିଁ ଯେ, ଦେଶର ଲୋକମାନେ ୨୦୨୯ ପର୍ଯ୍ୟନ୍ତ ଅପେକ୍ଷା କରିବେ। ଏବେ ଖେରାଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ଶ୍ରଦ୍ଧା ୱାକରଙ୍କ ଅନ୍ତିମ ସଂସ୍କାର ପାଇଁ ଆଜି ବି ଅପେକ୍ଷାରେ ଅଛନ୍ତି ବାପା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe