ବିଷାକ୍ତ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ନସ୍‌ରଲ୍ଲାର ମୃତ୍ୟୁ ହୋଇଛି: ରିପୋର୍ଟ

Advertisment

ଇସ୍ରାଏଲର ଏକ ଗଣମାଧ୍ୟମ ଦାବି କରିଛି ଯେ ସେପ୍ଟେମ୍ବର ୨୭ରେ ବେରୁତରେ ଆତଙ୍କବାଦୀ ସଂଗଠନର ମୁଖ୍ୟାଳୟ ଉପରେ ବ୍ୟାପକ ଏୟାର ଷ୍ଟ୍ରାଇକ୍ ପରେ ଇରାନ୍ ସମର୍ଥିତ ହେଜବୁଲ୍ଲାର ମୁଖ୍ୟ ହସନ ନସରଲ୍ଲାର ଗୁପ୍ତ ବଙ୍କର ଭିତରେ ବିଷାକ୍ତ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା। 

Updated On

ଇସ୍ରାଏଲର ଏକ ଗଣମାଧ୍ୟମ ଦାବି କରିଛି ଯେ ସେପ୍ଟେମ୍ବର ୨୭ରେ ବେରୁତରେ ଆତଙ୍କବାଦୀ ସଂଗଠନର ମୁଖ୍ୟାଳୟ ଉପରେ ବ୍ୟାପକ ଏୟାର ଷ୍ଟ୍ରାଇକ୍ ପରେ ଇରାନ୍ ସମର୍ଥିତ ହେଜବୁଲ୍ଲାର ମୁଖ୍ୟ ହସନ ନସରଲ୍ଲାର ଗୁପ୍ତ ବଙ୍କର ଭିତରେ ବିଷାକ୍ତ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା। 

ଅଦ୍ୟତନ ହୋଇଛି
fhgdjggjjgd

ତେଲ ଅବିବ: ଇସ୍ରାଏଲର ଏକ ଗଣମାଧ୍ୟମ ଦାବି କରିଛି ଯେ ସେପ୍ଟେମ୍ବର ୨୭ରେ ବେରୁତରେ ଆତଙ୍କବାଦୀ ସଂଗଠନର ମୁଖ୍ୟାଳୟ ଉପରେ ବ୍ୟାପକ ଏୟାର ଷ୍ଟ୍ରାଇକ୍ ପରେ ଇରାନ୍ ସମର୍ଥିତ ହେଜବୁଲ୍ଲାର ମୁଖ୍ୟ ହସନ ନସରଲ୍ଲାର ଗୁପ୍ତ ବଙ୍କର ଭିତରେ ବିଷାକ୍ତ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା। 

ଇସ୍ରାଏଲର ଚ୍ୟାନେଲ୍ ୧୨ ନିଜ ରିପୋର୍ଟରେ କହିଛି ଯେ ବଙ୍କର ଉପରେ ୮୦ ଟନ୍ ବଙ୍କର-ବିଧ୍ବଂସୀ ବୋମା ପକାଇବା ପରେ ହୋଇଥିବା ବିସ୍ଫୋରଣ ଯୋଗୁଁ ବିଷାକ୍ତ ବାଷ୍ପ ଓ ପ୍ରବଳ ଧୂଆଁରେ ବଙ୍କର ଭିତରେ ନିଃଶ୍ୱାସ ନେବା ଅସମ୍ଭବ ହୋଇପଡ଼ିଥିଲା। ଫଳରେ ଶ୍ବାସରୁଦ୍ଧ ହୋଇ ନସରଲ୍ଲାର ମୃତ୍ୟୁ ହୋଇଥିଲା। ଆକ୍ରମଣ ସ୍ଥଳରୁ ନସରଲ୍ଲାର ମୃତଦେହ ଉଦ୍ଧାର ହେବା ପରେ କୌଣସି ଆଘାତ ଲାଗି ନ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏଭଳି ମତ ସାମ୍ନାକୁ ଆସିଛି। ବାସ୍ତବରେ ନସରଲ୍ଲାର ମୃତ୍ୟୁର କାରଣ କ’ଣ ସେ ନେଇ ଲେବାନନ ଆତଙ୍କବାଦୀ ସଂଗଠନ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ। ହମାସ ସହ ଇହୁଦୀ ରାଷ୍ଟ୍ରର ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ସୀମାପାର ଶତ୍ରୁତାକୁ ନସରଲ୍ଲାର ମୃତ୍ୟୁ ଆହୁରି ତୀବ୍ର କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe