ଦିବ୍ୟାଙ୍ଗ ସଶକ୍ତୀକରଣ ପାଇଁ ଜାତୀୟ ପୁରସ୍କାର

Advertisment
ଆଇନ ବିଭାଗର ମତାମତ ପରେ ଭିନ୍ନକ୍ଷମଙ୍କ ପଦୋନ୍ନତିରେ ସଂରକ୍ଷଣ ନିଷ୍ପତ୍ତି

eveningexpress.co.uk

ନୂଆଦିଲ୍ଲୀ : ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗ ପକ୍ଷରୁ ଜୁଲାଇ ୧୪ରେ ପ୍ରକାଶିତ ବିଜ୍ଞାପନରେ ୨୦୨୧ ଓ ୨୦୨୨ ବର୍ଷ ପାଇଁ ଜାତୀୟ ପୁରସ୍କାର ନିମନ୍ତେ ପୁରସ୍କାର ପୋର୍ଟାଲ (www.awards.gov.in)ରେ ଜୁଲାଇ ୧୫ରୁ ଅଗଷ୍ଟ ୨୮, ୨୦୨୨ ପର୍ଯ୍ୟନ୍ତ ଅନଲାଇନ ଆବେଦନ ପାଇଁ ଆହ୍ବାନ କରାଯାଇଛି। ବିଭାଗୀୟ ୱେବ୍‌ସାଇଟ୍‌ www.disabilityaffairs.gov.in.ରେ ଏହି ବିଜ୍ଞାପନ ଉପଲବ୍ଧ ଅଛି। ଉପରୋକ୍ତ ପୁରସ୍କାରର ଆବେଦନ/ନାମାଙ୍କନ ଦାଖଲକୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଇବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ସରକାର ଏବଂ ଅନ୍ୟ ବିଭାଗଗୁଡିକୁ ଚିଠି ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe