ଜାତୀୟ ବାଳିକା ଦିବସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ନେତାଙ୍କ ଅଭିନନ୍ଦନ

Advertisment
ମାର୍ଚ୍ଚ ୭ ସୁଦ୍ଧା ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା!

India.com

ନୂଆଦିଲ୍ଲୀ : ଜାତୀୟ ବାଳିକା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ନେତା ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଦେଶର ସମସ୍ତ ବାଳିକାମାନଙ୍କୁ ସାଲ୍ୟୁଟ୍‌ କରିଛନ୍ତି। ସେ ଲେଖିଛନ୍ତି, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଏ ଦେଶର ଝିଅମାନଙ୍କୁ ନମସ୍କାର। ଝିଅମାନଙ୍କୁ ଉଚିତ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜିର ଦିବସରେ ‘ବେଟି ବଚାଓ-ବେଟି ପଢ଼ାଓ’ ଅଭିଯାନକୁ ଗୁରୁତ୍ବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe