୨୦୨୨ରେ ସରିବ ୪୩ଟି ଜାତୀୟ ରାଜପଥ କାମ

Advertisment
ବୃହତ ନିବେଶ, ଭିତ୍ତିଭୂମି ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା

brnl.in

ନୂଆଦିଲ୍ଲୀ : ଓଡ଼ିଶାରେ ଚାଲିଥିବା ୪୯ଟି ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ମଧ୍ୟରୁ ଚଳିତ ବର୍ଷ ୪୩ଟିର କାର୍ଯ୍ୟ ଶେ‌ଷ ହେବ। ୫ଟିର କାର୍ଯ୍ୟ ୨୦୨୩ରେ ‌ଓ ଗୋଟିଏର କାର୍ଯ୍ୟ ୨୦୨୪ରେ ଶେ‌ଷ ହେବ। ଏହା ସହିତ ୮ଟି ଏକ୍ସପ୍ରେସ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ୨୦୨୪ରେ ଶେ‌‌ଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଲୋକସଭାରେ ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe