ଦେଶ- ବିଦେଶ ରାଜନୀତି ଏନଡିଏ ୪୫ ଆସନରେ-ଇଣ୍ଡିଆ ମେଣ୍ଟ ୧୭ ଆସନରେ ଆଗୁଆ Advertisment June 04, 2024, 08:34 AM IST 04 Jun 2024 08:34 IST Sambad Digital Follow Us ନୂଆଦିଲ୍ଲୀ: ଭୋଟ୍ ଗଣନା ଆରମ୍ଭରୁ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଏନଡିଏ ୪୫ ଆସନରେ ଆଗରେ ଚାଲିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ୧୭ ଆସନରେ ଆଗରେ ଚାଲିଛି।