ମୁମ୍ବାଇ/ରାଞ୍ଚି: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ମହାରାଷ୍ଟ୍ର ବିଧାନସଭାର ୨୮୮ ଏବଂ ଝାଡଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଥିଲା।
#WATCH | Mumbai | Shiv Sena workers celebrate outside Maharashtra CM Eknath Shinde's residence as Mahayuti is on its way to winning with a thumping majority in Maharashtra pic.twitter.com/fiiXK8L3K7
— ANI (@ANI) November 23, 2024
ତେବେ ପରବର୍ତ୍ତୀ ସମୟରେ ଧାରାରେ ବଡ଼ ପରିବର୍ତ୍ତନ ଆସିଥିଲା। ମହାରାଷ୍ଟ୍ରରେ ଏନଡିଏ ସୁନାମି, ଝାଡଖଣ୍ଡରେ ଜେଏମ୍ଏମ୍ ଝଡ଼ ବହିବା ଆରମ୍ଭ କରିଛି।
ମହାରାଷ୍ଟ୍ରର ୨୨୦ଟି ଆସନରେ ବିଜେପି ନେତୃତ୍ବାଧୀନ ମହାୟୁତି ଆଗରେ ରହିଛି। ଅପରପକ୍ଷରେ କଂଗ୍ରେସ ସହଯୋଗୀ ଇଣ୍ଡିଆ ମେଣ୍ଟ ୫୫ଟି ଆସନରେ ଆଗରେ ରହିଛି। ମହାରାଷ୍ଟ୍ରରେ ମହାରାଷ୍ଟ୍ରରେ ବିଜେପି ରେକର୍ଡ ମୁହାଁ ହୋଇଛି।
#WATCH | Thane, Maharashtra: Bouquets arrive at the residence of CM and Shiv Sena chief Eknath Shinde as celebrations begin here.
— ANI (@ANI) November 23, 2024
Mahayuti has crossed the majority mark in #MaharashtraElectionResults, as per the official EC trends; currently leading on 214 of the 288 seats in… pic.twitter.com/E4fXeVK2ie
ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡ ଫଳାଫଳ: ଜେଏମ୍ଏମ୍ କୁହୁକ ସଂଖ୍ୟା ଟପିଲା, ପଛରେ ପଡ଼ିଲା ବିଜେପି
ସେହିପରି ଝାଡ଼ଖଣ୍ଡରେ ପ୍ରାରମ୍ଭିକ ଧାରାର ଚିତ୍ର ବଦଳି ଯାଇଛି। ଜେଏମ୍ଏମ୍ ମିଳିତ ମଞ୍ଚ ପୁଣିଥରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଜେଏମ୍ଏମ୍ ମିଳିତ ମଞ୍ଚ ପୁଣିଥରେ କ୍ଷମତାକୁ ଫେରୁଥିବା ଜଣାପଡିଛି। ୪୮ ଟି ଆସନରେ ଜେଏମଏମ ମିଳିତ ମଞ୍ଚ ଆଗରେ ରହିଛି। ଯେଉଁଠାରେ ୨୭ଟି ଆସନରେ ବିଜେପି ଆଗରେ ରହିଛି।
#WATCH | Ranchi: On JMM-led Mahagathbandhan crossing the majority mark in #JharkhandAssemblyElection2024 as per EC trends, state Congress chief Keshav Mahto Kamlesh says, "...Our alliance's achievements of 5 years - we did better than other states during Corona period, migrants… pic.twitter.com/6SyCqDwXPD
— ANI (@ANI) November 23, 2024
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ଫଳାଫଳ: ମହାୟୁତି କୁହୁକ ସଂଖ୍ୟା ଟପିଲା, ଏମଭିଏ ପଛରେ