ଇସଲାମିକ୍ ଷ୍ଟେଟ୍‌ର ନୂଆ ମୁଖ୍ୟ ତୁର୍କୀରେ ଅଟକ

Advertisment
ଇସଲାମିକ୍ ଷ୍ଟେଟ୍‌ର ନୂଆ ମୁଖ୍ୟ ତୁର୍କୀରେ ଅଟକ

India Posts English

ଇସ୍ତାନବୁଲ : କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍‌ର ନୂଆ ମୁଖ୍ୟ ଆବୁ ହାସାନ ଅଲ୍-ହାସେମି ଅଲ୍-କ୍ୟୁରାସିକୁ ଇସ୍ତାନବୁଲଠାରେ ଏକ ଚଢ଼ଉରେ ଧରାଯାଇଥିବା ବ୍ଲୁମ୍‌ବର୍ଗ ଓ ସ୍ଥାନୀୟ ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି। ତୁର୍କୀର ସୁରକ୍ଷା ଅଧିକାରୀମାନେ ବିଶ୍ବାସ କରୁଛନ୍ତି ଯେ ସେମାନେ ଯେଉଁ ଲୋକକୁ ଅଟକ ରଖିଛନ୍ତି, ସେ ହେଉଛି ଜିହାଦୀ ଗୋଷ୍ଠୀର ନୂଆ ମୁଖ୍ୟ। ଗତ ଫେବ୍ରୁଆରି ମାସରେ ଆମେରିକାର ଏକ କାର୍ଯ୍ୟାନୁଷ୍ଠାନରେ ଆଇଏସ୍‌ଆଇଏସ୍‌ର ପୂର୍ବତନ ମୁଖ୍ୟ ଆବୁ ଇବ୍ରାହିମ ଅଲ୍‌ କ୍ୟୁରାସିକୁ ନିପାତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe