ନ୍ୟୁଜର୍ସି କାଉନସିଲରଙ୍କୁ ଗୁଳିକରି ହତ୍ୟା

Advertisment
ନ୍ୟୁଜର୍ସି କାଉନସିଲରଙ୍କୁ ଗୁଳିକରି ହତ୍ୟା

Law & Crime

ୱାସିଂଟନ : ଆମେରିକାର ନ୍ୟୁଜର୍ସି କାଉନସିଲରଙ୍କୁ ଗୁଳି କରି ହତ୍ୟା କରାଯାଇଛି। କାଉନସିଲର ଇୟୁନିସ ଡବମଫୋରଙ୍କୁ ତାଙ୍କ ଘର ନିକଟରେ କାରରେ ଗୁଳି ମାଡ଼ ହୋଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ୩୦ ବର୍ଷୀୟା ଡବମଫୋର ୩ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ। ସେ ମଧ୍ୟ ‘ହ୍ୟୁମାନ ରିଲେସନ୍ସ କମିସନ’ର ଜଣେ ସଦସ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe