ହୀରାକୁଦ ଡ୍ୟାମ୍‌ ବିସ୍ଥାପନ ମାମଲାର ଅନୁଧ୍ୟାନ ପାଇଁ ଏନ୍‌ଏଚ୍‌ଆର୍‌ସି ସ୍ବତନ୍ତ୍ର ପ୍ରତିନିଧିଙ୍କ ଓଡ଼ିଶା ଗସ୍ତ

Advertisment
ହୀରାକୁଦ ଡ୍ୟାମ୍‌ ବିସ୍ଥାପନ ମାମଲାର ଅନୁଧ୍ୟାନ ପାଇଁ ଏନ୍‌ଏଚ୍‌ଆର୍‌ସି ସ୍ବତନ୍ତ୍ର ପ୍ରତିନିଧିଙ୍କ ଓଡ଼ିଶା ଗସ୍ତ

ନୂଆଦିଲ୍ଲୀ : ହୀରାକୁଦ ଡ୍ୟାମ୍‌ ସଂକ୍ରାନ୍ତ ବିସ୍ଥାପନ ଓ ଥଇଥାନ ମାମଲାର ଅନୁଧ୍ୟାନ ପାଇଁ ଚଳିତମାସ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କରିବେ ଏନ୍‌ଏଚ୍‌ଆର୍‌ସିର ସ୍ବତନ୍ତ୍ର ପ୍ରତିନିଧି ବି ବି ମିଶ୍ର। ହୀରାକୁଦ ଡ୍ୟାମ୍‌ ଯୋଗୁ ବିସ୍ଥାପିତମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଥଇଥାନ ଓ କ୍ଷତିପୂରଣ ଦିଆଯାଇନଥିବା ଅଭିଯୋଗ କରି ଏନ୍‌ଏଚ୍‌ଆର୍‌ସିରେ ସୁପ୍ରିମ୍‌ କୋର୍ଟ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ପିଟିସନ୍‌ ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe