ଜମ୍ମୁକାଶ୍ମୀରର ଅନନ୍ତନାଗରେ ଏନଆଇଏର ବଡଧରଣର ଚଢ଼ାଉ, ୫ ଜଣଙ୍କୁ ଗିରଫ କଲା ସୁରକ୍ଷା ଏଜେନ୍ସି

ଜମ୍ମୁକାଶ୍ମୀରର ଅନନ୍ତନାଗରେ ଏନଆଇଏର ବଡଧରଣର ଚଢ଼ାଉ, ୫ ଜଣଙ୍କୁ ଗିରଫ କଲା ସୁରକ୍ଷା ଏଜେନ୍ସି

photo-ANI

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆଜି ଏନଆଇଏ(ନ୍ୟାସନାଲ ଇନଭେସ୍ଟିଗେସନ ଏଜେନ୍ସି) ବଡଧରଣର ଚଢ଼ାଉ ଜାରି ରଖିଛି | ଜାମ୍ମୁ କାଶ୍ମୀରର ଅନନ୍ତନାଗ ସମେତ ଏନଆଇଏ ବର୍ତ୍ତମାନ ଅନେକ ସ୍ଥାନରେ ଚଢ଼ାଉ କରୁଛି। ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସମ୍ପର୍କ ଥିବା ଅଭିଯୋଗରେ ଏନଆଇଏ ଏହି ଚଢ଼ାଉ ସମୟରେ ପାଞ୍ଚ ଜଣଙ୍କୁ ଗିରଫ କରିଛି।

ଜାଣିବାକୁ ମିଳିଛି ଯେ ଏହି ୫ଜଣ ଆଫଗାନିସ୍ତାନ ଯିବାକୁ ଚେଷ୍ଟା କରୁଥିଲେ। ଏନଆଇଏ ଦାରୁଲ ଉଲୁମ ପ୍ରତିଷ୍ଠାନ ଉପରେ ମଧ୍ୟ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ଲାପଟପ୍ ସମେତ ଅନେକ ଡକ୍ୟୁମେଣ୍ଟ ଜବତ କରିଛି। ଦାରୁଲ ଉଲୁମ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ମଧ୍ୟ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe