Zee News
ଲକ୍ଷ୍ନୌ: ଋଷିକେଶଠାରୁ ୩୬ କିମି ଦୂର ନୀଳକଣ୍ଠ ମହାଦେବ ମନ୍ଦିର ଉକ୍ତ ଅଂଚଳରେ ଶ୍ରଦ୍ଧାଳୁଙ୍କ ଆସ୍ଥାର କେନ୍ଦ୍ର ପାଲଟିଥିବା ବେଳେ ଏହି ମନ୍ଦିର ପରିସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଭଉଣୀ ଏକ ପ୍ରସାଦ ଦୋକାନ କରି ଗୁଜରାଣ ମେଣ୍ଟାଉଛନ୍ତି। ସେ ପ୍ରତିଦିନ ତାଙ୍କ ଭାଇଙ୍କ ସଫଳତା ପାଇଁ ମନ୍ଦିରରେ ପ୍ରାର୍ଥନା କରନ୍ତି। ମନ୍ଦିର ଅଂଚଳରେ ୭୦ଟି ପ୍ରସାଦ ଦୋକାନ ଥିବା ବେଳେ ସେଥି ମଧ୍ୟରେ ଯୋଗୀଙ୍କ ବଡ଼ ଭଉଣୀ ଶଶୀ ପୟାଲଙ୍କର ଏକ ଦୋକାନ ରହିଛି।
Follow Us