ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ମୁଖ୍ୟ ଅଭିଯୁକ୍ତ ତଥା ହୀରା ଗହଣା ବ୍ୟବସାୟୀ ନିରବ ମୋଦୀ ବ୍ରିଟେନରେ ରହୁଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି. କେ. ସିଂହ ଏହି ସୂଚନା ଦେଇଛନ୍ତି।
ବ୍ରିଟେନରେ ରହୁଛନ୍ତି ନିରବ ମୋଦି
Advertisment
Follow Us