ରାଜନୀତି ଛାଡ଼ୁଥିବା ଖବରକୁ ଖଣ୍ଡନ କଲେ ନୀତିନ ଗଡ଼କରୀ

Advertisment
ରାଜନୀତି ଛାଡ଼ୁଥିବା ଖବରକୁ ଖଣ୍ଡନ କଲେ ନୀତିନ ଗଡ଼କରୀ

Zee News

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ରାଜନୀତିରୁ ଅବସର ନେଉଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବାପରେ ଏନେଇ ମୁହଁ ଖୋଲିଛନ୍ତି। ରାଜନୀତିରୁ ଅବସର ନେଉଥିବା ଖବରକୁ ନୀତିନ ଗଡ଼କରୀ ଖଣ୍ଡନ କରିଛନ୍ତି। ରତ୍ନଗିରିରେ ମୁମ୍ବାଇ- ଗୋଆ ଜାତୀୟ ରାଜପଥର ଅଗ୍ରଗତି ସଂକ୍ରାନ୍ତରେ ଗଣମାଧ୍ୟମରେ ଟିପ୍ପଣୀ ରଖିବାବେଳେ ତାଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା।

ତେବେ ଗଡ଼କରୀ ରାଜନୀତିରୁ ଅବସର ନେବା ଖବରକୁ ଖଣ୍ଡନ କରିଛନ୍ତି। ଗଡ଼କରୀ କହିଛନ୍ତି, ମୋର ରାଜନୀତିରୁ ଅବସର ନେବାର କୌଣସି ଉଦ୍ଦେଶ୍ୟ ନାହିଁ ଏବଂ ଏଭଳି ପ୍ରସଙ୍ଗରେ ଖବର ପ୍ରସ୍ତୁତ କରିବା ସମୟରେ ଗଣମାଧ୍ୟମ ଏହାର ଦାୟିତ୍ବବୋଧ କାଏମ ରଖିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe