ବିମାନ ଯାତ୍ରାରେ ଭୂତାଣୁ ସଂକ୍ରମିତ ହୁଏନି!

Advertisment
ବିମାନ ଯାତ୍ରାରେ ଭୂତାଣୁ ସଂକ୍ରମିତ ହୁଏନି!

Reuters UK

ୱାସିଂଟନ : ବିମାନ ଯାତ୍ରା କଲାବେଳେ ବିଭିନ୍ନ ରୋଗଜୀବାଣୁ ଓ ଅଧିକାଂଶ ଭୂତାଣୁ ସହଜରେ ସଂକ୍ରମିତ ହୁଅନ୍ତି ନାହିଁ ବୋଲି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର(ସିଡିସି) ପକ୍ଷରୁ କୁହାଯାଇଛିା କୋଭିଡ୍–୧୯ ସଂକ୍ରମଣକୁ ରୋକିବା ପାଇଁ ବିମାନ ଯାତ୍ରୀଙ୍କ ପାଇଁ ସାମାଜିକ ଦୂରତ୍ବ ବଜାୟ ପୂର୍ବକ ଦୁଇ ଜଣଙ୍କ ମଝିରେ ଥିବା ସିଟ୍କୁ ଖାଲି ରଖିବାକୁ ରହିଥିବା ପରାମର୍ଶାବଳୀକୁ ପାଳନ କରୁନଥିବା ସିଡିସି ସଦ୍ୟ ଜାରି କରିଥିବା ନିଜର କୋଭିଡ୍-୧୯ ନିେର୍ଦ୍ଦଶାବଳୀରେ ଏଭଳି ମତାମତ ରଖିଛିା ବିମାନ ଭିତରେ ହେଉଥିବା ବିଶୁଦ୍ଧ ବାୟୁ ସଂଚାଳନ ଯୋଗୁଁ ଭୂତାଣୁ ଓ ରୋଗଜୀବାଣୁମାନଙ୍କର ସଂକ୍ରମଣ ଆଶଙ୍କା କମ୍ ବୋଲି ସିଡିସି ପକ୍ଷରୁ ସଫେଇ ଦିଆଯାଇଛି। ତେବେ ଏହି ମହାମାରୀର ଉପଦ୍ରବ ଜାରି ରହିଥିବା ବେଳେ ବିମାନ ଯାତ୍ରୀମାନେ ସମ୍ପୂର୍ଣ୍ଣ ଭାବେ ବିପଦମୁକ୍ତ ନୁହଁନ୍ତି ଏବଂ ଆମେରିକୀୟମାନେ ଯଥା ସମ୍ଭବ ବିମାନଯତ୍ରା ନକରିବାକୁ ସିଡିସି ପରାମର୍ଶ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe